ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଫଳ   ବିଶେଷଣ

ଅର୍ଥ : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ

ଉଦାହରଣ : ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା

ସମକକ୍ଷ : ଧନ୍ୟ, ସାର୍ଥକ

जो लाभ, यश आदि की दृष्टि से ठीक हो या सही उपयोग में हो।

आपका दर्शन हो जाने से मेरा जीवन सार्थक हो गया।
अव्यर्थ, सफल, सफ़ल, सार्थक

ଅର୍ଥ : ଯାହାର ଫଳ ବା ପରିଣାମ ଅଛି

ଉଦାହରଣ : ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା

ସମକକ୍ଷ : ଫଳପ୍ରଦ

जिसका फल या परिणाम हो या हुआ हो।

आखिरकार कुसुम की कड़ी मेहनत फलित हुई।
फलित, फलीभूत, सफल, सफ़ल, सुफल

Having succeeded or being marked by a favorable outcome.

A successful architect.
A successful business venture.
successful

ଅର୍ଥ : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି

ଉଦାହରଣ : ମୋହନ ଏହି କାମରେ ସଫଳ ହୋଇଗଲା

ସମକକ୍ଷ : ସିଦ୍ଧ

जिसने प्रयत्न करके कार्य या उद्देश्य सिद्ध कर लिया हो।

प्रत्येक सफल आदमी के पीछे कोई न कोई औरत अवश्य होती है।
अर्द्धुक, अर्धुक, कामयाब, सफल, सफ़ल, सिद्ध, सुफल

Having succeeded or being marked by a favorable outcome.

A successful architect.
A successful business venture.
successful