ଅର୍ଥ : ଯୋଗ ବା ତପସ୍ୟାଦ୍ୱାରା ଯାହାକୁ କୌଣସି ସିଦ୍ଧି ବା ଅଲୌକିକ ଶକ୍ତି ପ୍ରାପ୍ତ ହୋଇଛି
ଉଦାହରଣ :
ଭାରତରେ ସିଦ୍ଧମାନଙ୍କର ଅଭାବ ନାହିଁ
ଅର୍ଥ : ଏକ ପ୍ରକାରର ଦେବତା
ଉଦାହରଣ :
ସେମାନେ ସିଦ୍ଧଙ୍କୁ ପୂଜା କରନ୍ତି
ଅର୍ଥ : ଯାହାଙ୍କର ଅଧ୍ୟାତ୍ମ ଜ୍ଞାନ ଅଛି
ଉଦାହରଣ :
ପଣ୍ଡିତ ସତ୍ୟନାରାୟଣ ଜଣେ ଅଧ୍ୟାତ୍ମଜ୍ଞାନୀ ବ୍ୟକ୍ତି
ସମକକ୍ଷ : ଅଧ୍ୟାତ୍ମଜ୍ଞ, ଅଧ୍ୟାତ୍ମଜ୍ଞାନୀ, ବ୍ରହ୍ମଜ୍ଞାନୀ
ଅର୍ଥ : ଯାହାଙ୍କୁ ଅଲୌକିକ ସିଦ୍ଧି ମିଳିଛି
ଉଦାହରଣ :
ସେ ସାମର୍ଥ୍ୟବାନ ସିଦ୍ଧ
ଅର୍ଥ : ଯାହା ନିୟମ ଅନୁସାରେ ଠିକ୍
ଉଦାହରଣ :
ଏହା ବ୍ୟାକରଣ ସିଦ୍ଧ ଶବ୍ଦ ନୁହେଁ
ଅର୍ଥ : ଯେ ଯୋଗର ବିଭୂତି ପାଇ ସାରିଛନ୍ତି
ଉଦାହରଣ :
ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି
ସମକକ୍ଷ : ଅଲୌକିକଶକ୍ତି ସମ୍ପନ୍ନ, ତ୍ରିକାଳଜ୍ଞ, ସଂସିଦ୍ଧ, ସାଧନୋତୀର୍ଣ୍ଣ
ଅର୍ଥ : ତର୍କ କିମ୍ବା ପ୍ରମାଣଦ୍ୱାରା ଠିକରୂପେ ବିବେଚିତ ହେବା
ଉଦାହରଣ :
ରାଜୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାପାଇଁ ବହୁତ ପରିଶ୍ରମ କଲା
ସମକକ୍ଷ : ପ୍ରମାଣିତ
ଅର୍ଥ : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି
ଉଦାହରଣ :
ମୋହନ ଏହି କାମରେ ସଫଳ ହୋଇଗଲା
ସମକକ୍ଷ : ସଫଳ