ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧନ୍ୟ   ବିଶେଷଣ

ଅର୍ଥ : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ

ଉଦାହରଣ : ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା

ସମକକ୍ଷ : ସଫଳ, ସାର୍ଥକ

जो लाभ, यश आदि की दृष्टि से ठीक हो या सही उपयोग में हो।

आपका दर्शन हो जाने से मेरा जीवन सार्थक हो गया।
अव्यर्थ, सफल, सफ़ल, सार्थक

ଅର୍ଥ : ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ

ଉଦାହରଣ : ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା

ସମକକ୍ଷ : କୃତକୃତ୍ୟ, କୃତାର୍ଥ

जो अपना काम बन जाने के कारण प्रसन्न और संतुष्ट हो।

भगवान की कृपा से अब मेरा जीवन कृतार्थ हो गया।
कृतकृत्य, कृतार्थ, धन्न, धन्य