ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳପ୍ରଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳପ୍ରଦ   ବିଶେଷଣ

ଅର୍ଥ : ଯାହାର ଫଳ ବା ପରିଣାମ ଅଛି

ଉଦାହରଣ : ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା

ସମକକ୍ଷ : ସଫଳ

जिसका फल या परिणाम हो या हुआ हो।

आखिरकार कुसुम की कड़ी मेहनत फलित हुई।
फलित, फलीभूत, सफल, सफ़ल, सुफल

Having succeeded or being marked by a favorable outcome.

A successful architect.
A successful business venture.
successful

ଅର୍ଥ : ଭଲ ଫଳ ଦେଉଥିବା

ଉଦାହରଣ : ସବୁ କାମ ଫଳଦାୟକ ନୁହେଁ

ସମକକ୍ଷ : ଫଳଦ, ଫଳଦାୟକ, ଫଳଦାୟୀ

अच्छा फल देनेवाला।

सभी कर्म फलदायक नहीं होते।
फलद, फलदायक, फलदायी, फलप्रद