ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାର୍ଥକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାର୍ଥକ   ବିଶେଷଣ

ଅର୍ଥ : ଯାହା ଠିକ୍‌ଠିକ୍‌ ଅର୍ଥରେ ପୂରା ହୁଏ ବା ଘଟିତ ହୁଏ(ଉକ୍ତି ବା କଥନ)

ଉଦାହରଣ : ଲୋକମାନେ ତ ତାଙ୍କ ସାର୍ଥକ ଭବିଷ୍ୟତବାଣୀ ଉପରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ

जो अपने ठीक-ठीक अर्थ में पूरा उतरता या घटित होता हो (उक्ति या कथन)।

लोगों ने तो उनकी चरितार्थ भविष्यवाणी पर भी शंका व्यक्त की थी।
चरितार्थ, सार्थक

ଅର୍ଥ : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ

ଉଦାହରଣ : ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା

ସମକକ୍ଷ : ଧନ୍ୟ, ସଫଳ

जो लाभ, यश आदि की दृष्टि से ठीक हो या सही उपयोग में हो।

आपका दर्शन हो जाने से मेरा जीवन सार्थक हो गया।
अव्यर्थ, सफल, सफ़ल, सार्थक

ଅର୍ଥ : ଯାହାର ଅର୍ଥ ଅଛି

ଉଦାହରଣ : ଆପଣଙ୍କ ଉକ୍ତି ସାର୍ଥକ

ସମକକ୍ଷ : ଅର୍ଥପୂର୍ଣ୍ଣ, ଅର୍ଥଯୁକ୍ତ

जिसका अर्थ हो।

आपकी बात सार्थक है।
अन्वर्थ, अर्थपूर्ण, अर्थयुक्त, सार्थक

Having a meaning or purpose.

A meaningful explanation.
A meaningful discussion.
A meaningful pause.
meaningful