ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ହତିଆର ଆଦିରେ ସଜା ହୋଇଥାଏ
ଉଦାହରଣ : ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
ସମକକ୍ଷ : ସୁସଜ୍ଜିତ
हथियारों आदि से सजा हुआ।
Provided or fitted out with what is necessary or useful or appropriate.
ଅର୍ଥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
ଉଦାହରଣ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ସମକକ୍ଷ : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ଭୂଷିତ, ମଣ୍ଡିତ
आभूषणों या गहनों से युक्त या अलङ्कृत।
ଅର୍ଥ : ଯେ ସଜବାଜ ହୋଇଥିବ
ଉଦାହରଣ : ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ
ସମକକ୍ଷ : ସଜ, ସଜବାଜ
जो साज-श्रृंगार किया हो।
ଅର୍ଥ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ଉଦାହରଣ : ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ସମକକ୍ଷ : ଠିକ୍ରୂପେ, ପ୍ରବନ୍ଧିତ, ବ୍ୟବସ୍ଥିତ
जिसमें किसी प्रकार की व्यवस्था या नियम हो।
Methodical and efficient in arrangement or function.
ଅର୍ଥ : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
ଉଦାହରଣ : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
ସମକକ୍ଷ : ଅଭିଭୂଷିତ, ଭୂଷିତ
जो वस्त्र, गहने आदि धारण किया हो।
ସଂସ୍ଥାପନ କରନ୍ତୁ