ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଭୂଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଭୂଷିତ   ବିଶେଷଣ

ଅର୍ଥ : ଯାହାଙ୍କୁ କୌଣସି ପଦ, ପଦବୀଆଦିରେ ବିଭୂଷିତ କରାଯାଇଛି

ଉଦାହରଣ : ତାଙ୍କୁ ଭାରତ-ଭୂଷଣ ଉପାଧିରେ ଅଂଳଙ୍କୃତ କରାଗଲା

ସମକକ୍ଷ : ଅଳଙ୍କୃତ

जिसे किसी पद, गरिमा आदि से विभूषित किया गया हो।

भारत-भूषण की उपाधि से अलंकृत आर के लक्ष्मण अपने कार्टूनों के लिए जाने जाते हैं।
अलंकित, अलंकृत, अलङ्कित, अलङ्कृत, उपाधित, विभूषित, सम्मानित

Provided with something intended to increase its beauty or distinction.

adorned, decorated

ଅର୍ଥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ

ଉଦାହରଣ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା

ସମକକ୍ଷ : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ଭୂଷିତ, ମଣ୍ଡିତ, ସଜ୍ଜିତ

आभूषणों या गहनों से युक्त या अलङ्कृत।

समारोह में स्वर्णाभूषणों से अलङ्कृत महिला पर सबकी दृष्टि टिकी हुई थी।
अभिलमंडित, अभिलमण्डित, अलंकारपूर्ण, अलंकारिक, अलंकित, अलंकृत, अलङ्कित, अलङ्कृत, अवतंसित, आभरित, आभूषित, भूषित, लक-दक, लकदक, विभूषित, सजा, सजा हुआ, सज्जित, सुशोभित, सुसज्जित