ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁସଜ୍ଜିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁସଜ୍ଜିତ   ବିଶେଷଣ

ଅର୍ଥ : ଶୋଭା ପାଉଥିବା

ଉଦାହରଣ : ରାଜାଙ୍କ ମୁଣ୍ଡରେ ରତ୍ନଜଡ଼ିତ ମୁକୁଟ ସୁଶୋଭିତ

ସମକକ୍ଷ : ଅଭିମଣ୍ଡିତ, କଳିତ, ବିରାଜିତ, ଶୋଭିତ, ସୁଶୋଭିତ

शोभा देने वाला।

राजा के सिर पर सुशोभित रत्न जड़ित मुकुट है।
अभिमंडित, उजहदार, कलित, ज़ेबा, जेबा, विराजित, शोभनीय, शोभान्वित, शोभायमान, शोभित, सुशोभित, सुसज्जित

Provided with something intended to increase its beauty or distinction.

adorned, decorated

ଅର୍ଥ : ଯେ ଶୃଙ୍ଗାର ବା ମେକ୍‌ପ ହୋଇଛି

ଉଦାହରଣ : ସମାରୋହରେ କେବଳ ଶୃଙ୍ଗାରିତ ଚେହେରା ହିଁ ଦିଶୁଥିଲା

ସମକକ୍ଷ : ମେକପ କରାଯାଇଥିବା, ମେକ୍‌ପ ହୋଇଥିବା, ଶୃଙ୍ଗାରିତ, ସୁସଜ୍ଜ

* जिसने शृंगार या मेकअप किया हो या लगाया हो।

समारोह में केवल शृंगारित चेहरे ही नजर आ रहे थे।
मेकअप किया हुआ, शृंगारित

Having makeup applied.

Brazen painted faces.
painted

ଅର୍ଥ : ଯାହା ହତିଆର ଆଦିରେ ସଜା ହୋଇଥାଏ

ଉଦାହରଣ : ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି

ସମକକ୍ଷ : ସଜ୍ଜିତ

हथियारों आदि से सजा हुआ।

पुलिस ने एक अवैध हथियारों से लैस व्यक्ति को पकड़ा।
भारत प्रक्षेपास्त्र रोधी क्षमता से लैस है।
लैस

Provided or fitted out with what is necessary or useful or appropriate.

A well equipped playground.
A ship equipped with every mechanical aid to navigation.
equipped, equipt

ଅର୍ଥ : ଭଲରୂପେ ସଜ୍ଜିତ ହୋଇଥିବା

ଉଦାହରଣ : ହୋଟେଲର ସେହି କୋଠରୀଟି ସୁସଜ୍ଜିତ ହୋଇଛି

अच्छी तरह सजा या सजाया हुआ।

होटल का वह कमरा सुसज्जित है।
आरास्ता, सुसज्जित

Provided with something intended to increase its beauty or distinction.

adorned, decorated