ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିମଣ୍ଡିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିମଣ୍ଡିତ   ବିଶେଷଣ

ଅର୍ଥ : ଶୋଭା ପାଉଥିବା

ଉଦାହରଣ : ରାଜାଙ୍କ ମୁଣ୍ଡରେ ରତ୍ନଜଡ଼ିତ ମୁକୁଟ ସୁଶୋଭିତ

ସମକକ୍ଷ : କଳିତ, ବିରାଜିତ, ଶୋଭିତ, ସୁଶୋଭିତ, ସୁସଜ୍ଜିତ

शोभा देने वाला।

राजा के सिर पर सुशोभित रत्न जड़ित मुकुट है।
अभिमंडित, उजहदार, कलित, ज़ेबा, जेबा, विराजित, शोभनीय, शोभान्वित, शोभायमान, शोभित, सुशोभित, सुसज्जित

Provided with something intended to increase its beauty or distinction.

adorned, decorated

ଅର୍ଥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ

ଉଦାହରଣ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା

ସମକକ୍ଷ : ଅଳଙ୍କୃତ, ଆଭୂଷିତ, ବିଭୂଷିତ, ଭୂଷିତ, ମଣ୍ଡିତ, ସଜ୍ଜିତ

आभूषणों या गहनों से युक्त या अलङ्कृत।

समारोह में स्वर्णाभूषणों से अलङ्कृत महिला पर सबकी दृष्टि टिकी हुई थी।
अभिलमंडित, अभिलमण्डित, अलंकारपूर्ण, अलंकारिक, अलंकित, अलंकृत, अलङ्कित, अलङ्कृत, अवतंसित, आभरित, आभूषित, भूषित, लक-दक, लकदक, विभूषित, सजा, सजा हुआ, सज्जित, सुशोभित, सुसज्जित