ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଜବାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଜବାଜ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

ଉଦାହରଣ : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

ସମକକ୍ଷ : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ଶୃଙ୍ଗାର, ସାଜସଜ୍ଜା

Cosmetics applied to the face to improve or change your appearance.

make-up, makeup, war paint

ଅର୍ଥ : ସାଜସଜ୍ଜା

ଉଦାହରଣ : ଶୀଲା କୁଆଡ଼େ ଯିବା ଆଗରୁ ଘଣ୍ଟାଏ ପର୍ଯ୍ୟନ୍ତ ସଜବାଜ ହୁଏ

ସମକକ୍ଷ : ରୂପସଜ୍ଜା

बनाव-सिंगार।

शीला कहीं जाने से पहले घंटों तक टीमटाम करती है।
टीम टाम, टीम-टाम, टीमटाम

ସଜବାଜ   ବିଶେଷଣ

ଅର୍ଥ : ଯେ ସଜବାଜ ହୋଇଥିବ

ଉଦାହରଣ : ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ

ସମକକ୍ଷ : ସଜ, ସଜ୍ଜିତ

जो साज-श्रृंगार किया हो।

फ़िल्म समारोह में सजे-धजे लोगों का जमावड़ा था।
समारोह में उपस्थित प्रत्येक व्यक्ति सजा-धजा था।
टिप-टाप, टिप-टॉप, बना ठना, बना-ठना, बना-सँवरा, सजा, सजा धजा, सजा हुआ, सजा-धजा, सज्जित