ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବସ୍ଥିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବସ୍ଥିତ   ବିଶେଷଣ

ଅର୍ଥ : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି

ଉଦାହରଣ : ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ

ସମକକ୍ଷ : ନିର୍ଣ୍ଣିତ, ସମାପିତ, ସ୍ଥିରୀକୃତ

जिसका या जिसके विषय में निर्णय हो चुका हो।

यह निर्णीत मामला है, अब इस पर बहस की कोई आवश्यकता नहीं है।
तय, तयशुदा, निपटा, निपटा हुआ, निर्णित, निर्णीत

Established or decided beyond dispute or doubt.

With details of the wedding settled she could now sleep at night.
settled

ଅର୍ଥ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ

ଉଦାହରଣ : ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା

ସମକକ୍ଷ : ଠିକ୍‌ରୂପେ, ପ୍ରବନ୍ଧିତ, ସଜ୍ଜିତ

जिसमें किसी प्रकार की व्यवस्था या नियम हो।

उसने कमरे की व्यवस्थित वस्तुओं को बिखेर दिया।
ठीक, तरतीबदार, प्रबंधित, विन्यस्त, व्यवस्थित, समाहित, सलीकेदार

Methodical and efficient in arrangement or function.

How well organized she is.
His life was almost too organized.
organized