ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପସଜ୍ଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପସଜ୍ଜା   ବିଶେଷ୍ୟ

ଅର୍ଥ : ସାଜସଜ୍ଜା

ଉଦାହରଣ : ଶୀଲା କୁଆଡ଼େ ଯିବା ଆଗରୁ ଘଣ୍ଟାଏ ପର୍ଯ୍ୟନ୍ତ ସଜବାଜ ହୁଏ

ସମକକ୍ଷ : ସଜବାଜ

बनाव-सिंगार।

शीला कहीं जाने से पहले घंटों तक टीमटाम करती है।
टीम टाम, टीम-टाम, टीमटाम

ଅର୍ଥ : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

ଉଦାହରଣ : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

ସମକକ୍ଷ : ବେଶ, ଶୃଙ୍ଗାର, ସାଜସଜ୍ଜା