ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୃଙ୍ଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୃଙ୍ଗାର   ବିଶେଷ୍ୟ

ଅର୍ଥ : ସାହିତ୍ୟରେ ନବରସ ଗୁଡ଼ିକ ମଧ୍ୟରୁ ସବୁଠୁ ପ୍ରସିଦ୍ଧ ପ୍ରଧାନ ରସ

ଉଦାହରଣ : ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ମିଳନ ବା ସଂଯୋଗରୁ ଉତ୍ପନ୍ନ ସୁଖ ବା ବିୟୋଗ କାରଣରୁ ହେଉଥିବା କଷ୍ଟର ବର୍ଣ୍ଣନା ହୋଇଥାଏ

ସମକକ୍ଷ : ଶୃଙ୍ଗାର ରସ

साहित्य के नौ रसों में से सबसे अधिक प्रसिद्ध प्रधान रस।

शृंगार रस में नायक-नायिका के मिलन अथवा संयोग से उत्पन्न सुख या वियोग के कारण होने वाले कष्टों का वर्णन होता है।
आदिरस, शृंगार, शृंगार रस, श्रृंगार, श्रृंगार रस

ଅର୍ଥ : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

ଉଦାହରଣ : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

ସମକକ୍ଷ : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ସଜବାଜ, ସାଜସଜ୍ଜା

Cosmetics applied to the face to improve or change your appearance.

make-up, makeup, war paint

ଅର୍ଥ : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

ଉଦାହରଣ : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

ସମକକ୍ଷ : ବେଶ, ରୂପସଜ୍ଜା, ସାଜସଜ୍ଜା