ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଜସଜ୍ଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଜସଜ୍ଜା   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

ଉଦାହରଣ : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

ସମକକ୍ଷ : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ଶୃଙ୍ଗାର, ସଜବାଜ

Cosmetics applied to the face to improve or change your appearance.

make-up, makeup, war paint

ଅର୍ଥ : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

ଉଦାହରଣ : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

ସମକକ୍ଷ : ବେଶ, ରୂପସଜ୍ଜା, ଶୃଙ୍ଗାର

ସାଜସଜ୍ଜା   ବିଶେଷଣ

ଅର୍ଥ : ସଜାଇବା କାମରେ ଆସୁଥିବା

ଉଦାହରଣ : ଏଠାରେ ସାଜସଜ୍ଜା ଜିନିଷଗୁଡ଼ିକର ପ୍ରଦର୍ଶନୀ ଲାଗିଛି

ସମକକ୍ଷ : ଅଳଙ୍କରଣୀୟ

सजावट के काम आनेवाला।

यहाँ सजावटी सामानों की प्रदर्शनी लगी हुई है।
अभ्यंजनीय, अभ्यञ्जनीय, अलंकरणीय, आराइशी, सजावटी

Serving an esthetic rather than a useful purpose.

Cosmetic fenders on cars.
The buildings were utilitarian rather than decorative.
cosmetic, decorative, ornamental