ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରୁତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରୁତି   ବିଶେଷ୍ୟ

ଅର୍ଥ : ଶୁଣିବା କ୍ରିୟା ବା କାମ

ଉଦାହରଣ : କାନ ରହିଛି ଭଲ କଥା ଶ୍ରବଣ ପାଇଁ

ସମକକ୍ଷ : ଶୁଣିବା, ଶ୍ରବଣ

सुनने की क्रिया या भाव।

कान अच्छी बातों के श्रवण के लिए ही है।
आकर्णन, आश्रुति, निशामन, श्रवण, श्रुति, सुनना, सुनवाई, सुनाई

The act of hearing attentively.

You can learn a lot by just listening.
They make good music--you should give them a hearing.
hearing, listening

ଅର୍ଥ : ସଙ୍ଗୀତର କୌଣସି ସପ୍ତକର ବାଇଶି ଭାଗରୁ ଗୋଟିଏ

ଉଦାହରଣ : ଶ୍ରୁତି ବିନା ସଙ୍ଗୀତ ଅଧା ହୋଇଥାଏ

संगीत के किसी सप्तक के बाईस भागों में से एक।

श्रुति के बिना संगीत अधूरा है।
श्रुति

ଅର୍ଥ : ଯେଉଁ ଇନ୍ଦ୍ରିୟରେ ଶବ୍ଦ ଶୁଣାଯାଏ

ଉଦାହରଣ : ଗାଧେଇବା ବେଳେ ମୋ କାନରେ ପାଣି ପଶିଗଲା

ସମକକ୍ଷ : କର୍ଣ୍ଣ, କାନ

वह इंद्रिय जिससे शब्द सुनाई पड़ता है।

नहाते समय मेरे कान में पानी चला गया।
कर्ण, कान, शब्दग्रह, श्रुति

The sense organ for hearing and equilibrium.

ear

ଅର୍ଥ : ଭାରତୀୟ ଆର୍ଯ୍ୟଙ୍କର ସର୍ବପ୍ରଧାନ ଏବଂ ସର୍ବମାନ୍ୟ ଧର୍ମଗ୍ରନ୍ଥ

ଉଦାହରଣ : ବେଦର ସଂଖ୍ୟା ଚାରି

ସମକକ୍ଷ : ଆଗମ, ନିଗମ, ବେଦ

भारतीय आर्यों के सर्वप्रधान और सर्वमान्य धर्मग्रंथ।

वेदों की संख्या चार है।
आगम, आम्नाय, निगम, वेद, श्रुति, स्वाध्याय

(from the Sanskrit word for `knowledge') any of the most ancient sacred writings of Hinduism written in early Sanskrit. Traditionally believed to comprise the Samhitas, the Brahmanas, the Aranyakas, and the Upanishads.

veda, vedic literature

ଅର୍ଥ : ଅତ୍ରିଋଷିଙ୍କ ଜଣେ କନ୍ୟା

ଉଦାହରଣ : ଶ୍ରୁତିଙ୍କ ବର୍ଣ୍ଣନା ପୁରାଣରେ ମିଳେ

अत्रिऋषि की एक कन्या।

श्रुति का वर्णन पुराणों में मिलता है।
श्रुति

An imaginary being of myth or fable.

mythical being