ଅର୍ଥ : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା
ଉଦାହରଣ :
ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ
ସମକକ୍ଷ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶ୍ରବଣ
ଅର୍ଥ : କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା
ଉଦାହରଣ :
ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
ଅର୍ଥ : ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା
ଉଦାହରଣ :
ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
ଅର୍ଥ : ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା
ଉଦାହରଣ :
ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
ଅର୍ଥ : କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା
ଉଦାହରଣ :
ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
ସମକକ୍ଷ : ଶ୍ରବଣ କରିବା