ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଗମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଗମ   ବିଶେଷ୍ୟ

ଅର୍ଥ : ଭାରତୀୟ ଆର୍ଯ୍ୟଙ୍କର ସର୍ବପ୍ରଧାନ ଏବଂ ସର୍ବମାନ୍ୟ ଧର୍ମଗ୍ରନ୍ଥ

ଉଦାହରଣ : ବେଦର ସଂଖ୍ୟା ଚାରି

ସମକକ୍ଷ : ଆଗମ, ବେଦ, ଶ୍ରୁତି

भारतीय आर्यों के सर्वप्रधान और सर्वमान्य धर्मग्रंथ।

वेदों की संख्या चार है।
आगम, आम्नाय, निगम, वेद, श्रुति, स्वाध्याय

(from the Sanskrit word for `knowledge') any of the most ancient sacred writings of Hinduism written in early Sanskrit. Traditionally believed to comprise the Samhitas, the Brahmanas, the Aranyakas, and the Upanishads.

veda, vedic literature

ଅର୍ଥ : ଯେଉଁ ସଂସ୍ଥା ନଗର ରକ୍ଷଣାବେକ୍ଷଣ କରେ

ଉଦାହରଣ : ରମେଶ ନଗର ନିଗମରେ କାମ କରେ

ସମକକ୍ଷ : ନଗର ନିଗମ, ନଗରପାଳିକା

वह संस्था जो नगर का खयाल रखती हो।

रमेश नगर निगम में काम करता है।
नगर निगम, निगम, महानगरपालिका

ଅର୍ଥ : ଲୋକମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଯେଉଁ ସରକାରୀ ବ୍ୟବସ୍ଥା ହୋଇଥାଏ

ଉଦାହରଣ : ରମେଶ ଜଳନିଗମରେ କାମ କରୁଛି

एक प्रकार की सरकारी व्यवस्था जो लोगों की सुविधाओं को ध्यान में रखकर बनी होती है।

रमेश जल निगम में काम करता है।
निगम