ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଦ   ବିଶେଷ୍ୟ

ଅର୍ଥ : ଜଣେ ଗୁରୁଭକ୍ତ ଋଷି

ଉଦାହରଣ : ବେଦ ଋଷି ମହର୍ଷି ଧୌମଙ୍କର ଜଣେ ପ୍ରିୟ ଶିଷ୍ୟ ଥିଲେ

ସମକକ୍ଷ : ବେଦ ଋଷି

एक गुरुभक्त ऋषि।

वेद महर्षि आयोद धौम्य के शिष्य थे।
वेद, वेद ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଭାରତୀୟ ଆର୍ଯ୍ୟଙ୍କର ସର୍ବପ୍ରଧାନ ଏବଂ ସର୍ବମାନ୍ୟ ଧର୍ମଗ୍ରନ୍ଥ

ଉଦାହରଣ : ବେଦର ସଂଖ୍ୟା ଚାରି

ସମକକ୍ଷ : ଆଗମ, ନିଗମ, ଶ୍ରୁତି

भारतीय आर्यों के सर्वप्रधान और सर्वमान्य धर्मग्रंथ।

वेदों की संख्या चार है।
आगम, आम्नाय, निगम, वेद, श्रुति, स्वाध्याय

(from the Sanskrit word for `knowledge') any of the most ancient sacred writings of Hinduism written in early Sanskrit. Traditionally believed to comprise the Samhitas, the Brahmanas, the Aranyakas, and the Upanishads.

veda, vedic literature