ଅର୍ଥ : ସମକୋଣ ତ୍ରିଭୁଜର ସମକୋଣ ସମ୍ମୁଖରେ ଥିବା ବାହୁ
ଉଦାହରଣ :
ଏହି ତ୍ରିଭୁଜର କର୍ଣ୍ଣର ଲମ୍ବ ମାପି ଲେଖ
ଅର୍ଥ : କୁନ୍ତୀଙ୍କର ସବୁଠାରୁ ବଡ଼ ପୁତ୍ର ଯେ ବହୁତ ଦାନୀ ଥିଲେ ଏବଂ ଜନ୍ମ ନେବା ମାତ୍ରକେ ଯାହାଙ୍କୁ କୁନ୍ତୀ ତ୍ୟାଗ କରିଥିଲେ
ଉଦାହରଣ :
କର୍ଣ୍ଣଙ୍କ ଦାନବୀରତାର କାହାଣୀ ଆଜିବି ଲୋକେ ବଡ଼ ଆଗ୍ରହରେ ଶୁଣନ୍ତି ଓ ପଢନ୍ତି
ଅର୍ଥ : ଯେଉଁ ରେଖା ଚତୁର୍ଭୁଜରେ ତେର୍ଚ୍ଛା ଭାବରେ ପଡ଼ିଥିବା ସାମ୍ନାସାମ୍ନି ଥିବା ବିନ୍ଦୁକୁ ମିଶାଏ ଏବଂ ସେହି ଚତୁର୍ଭୁଜକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରେ
ଉଦାହରଣ :
ଏହି ଚତୁର୍ଭୁଜରେ କର୍ଣ୍ଣର ଲମ୍ବ ୫ସେଣ୍ଟିମିଟର
ସମକକ୍ଷ : ବିକର୍ଣ୍ଣ
ଅର୍ଥ : କୌଣସି ତିନିକୋଣିଆ ପାର୍ଶ୍ବ ଭାଗ
ଉଦାହରଣ :
ଏହି ତ୍ରିକୋଣର କର୍ଣ୍ଣ ଭୂମିଠାରୁ ବଡ