ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରବଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରବଣ   ବିଶେଷ୍ୟ

ଅର୍ଥ : ଶୁଣିବା କ୍ରିୟା ବା କାମ

ଉଦାହରଣ : କାନ ରହିଛି ଭଲ କଥା ଶ୍ରବଣ ପାଇଁ

ସମକକ୍ଷ : ଶୁଣିବା, ଶ୍ରୁତି

सुनने की क्रिया या भाव।

कान अच्छी बातों के श्रवण के लिए ही है।
आकर्णन, आश्रुति, निशामन, श्रवण, श्रुति, सुनना, सुनवाई, सुनाई

The act of hearing attentively.

You can learn a lot by just listening.
They make good music--you should give them a hearing.
hearing, listening

ଅର୍ଥ : ଅନ୍ଧକ ମୁନିଙ୍କ ପୁତ୍ର ଯେ ନିଜ ପିତାମାତାଙ୍କୁ ବାହୁଙ୍ଗି ଭାରରେ ବସାଇ ତୀର୍ଥ ଯାତ୍ରା କରିବାପାଇଁ ନେଇ ଯାଇଥିଲେ

ଉଦାହରଣ : ରାଜା ଦଶରଥଙ୍କଦ୍ୱାରା ନିକ୍ଷେପ କରାଯାଇଥିବା ଶବ୍ଦଭେଦୀ ବାଣରେ ଶ୍ରବଣ କୁମାରଙ୍କ ମୃତ୍ୟୁ ହୋଇଥିଲା

ସମକକ୍ଷ : ଶ୍ରବଣ କୁମାର

अंधक मुनि के पुत्र जो अपने माता-पिता को काँवर में बिठाकर तीर्थ यात्रा कराने ले गए थे।

श्रवण की मृत्यु राजा दशरथ द्वारा छोड़े गए शब्दभेदी बाण से हुई।
श्रवण, श्रवण कुमार, सरवन

An imaginary being of myth or fable.

mythical being

ଅର୍ଥ : ନବଧା ଭକ୍ତିର ଗୋଟିଏ ପ୍ରକାର ଯେଉଁଥିରେ ଭକ୍ତ ନିଜର ଆରାଧ୍ୟ ଦେବତାଙ୍କ କଥା ବା ଚରିତ୍ରଆଦି ଶୁଣେ

ଉଦାହରଣ : ମୋ ମାଆଙ୍କର ଭକ୍ତିର ଆଧାର ହେଉଛି ଶ୍ରବଣ

ସମକକ୍ଷ : ଶ୍ରବଣ ଭକ୍ତି

नवधा भक्ति का एक भेद जिसमें भक्त अपने आराध्य देव की कथा या चरित्र आदि सुनता है।

मेरी माँ की भक्ति का आधार श्रवण है।
श्रवण, श्रवण भक्ति

(Hinduism) loving devotion to a deity leading to salvation and nirvana. Open to all persons independent of caste or sex.

bhakti

ଅର୍ଥ : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା

ଉଦାହରଣ : ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ

ସମକକ୍ଷ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶୁଣିବା

किसी तरह की शिकायत या फरियाद आदि के सुने जाने की क्रिया।

उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।
कहीं हो न हो पर भगवान के घर अवश्य सुनवाई होगी।
सुनवाई

The act of hearing attentively.

You can learn a lot by just listening.
They make good music--you should give them a hearing.
hearing, listening