ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ   ବିଶେଷ୍ୟ

ଅର୍ଥ : ଯେଉଁ ଇନ୍ଦ୍ରିୟରେ ଶବ୍ଦ ଶୁଣାଯାଏ

ଉଦାହରଣ : ଗାଧେଇବା ବେଳେ ମୋ କାନରେ ପାଣି ପଶିଗଲା

ସମକକ୍ଷ : କର୍ଣ୍ଣ, ଶ୍ରୁତି

वह इंद्रिय जिससे शब्द सुनाई पड़ता है।

नहाते समय मेरे कान में पानी चला गया।
कर्ण, कान, शब्दग्रह, श्रुति

The sense organ for hearing and equilibrium.

ear

ଅର୍ଥ : ଆଖି, ନାକ, ପାଟି ଜିଭ ଆଦିର ରୋଗସବୁର ଚିକିତ୍ସାକରୁଥିବା ବ୍ୟକ୍ତି

ଉଦାହରଣ : ବାପା ନିଜର ଜିଭ ଦେଖାଇବା ପାଇଁ କାନ, ନାକ, ଗଳା ଚିକିତ୍ସକଙ୍କ ନିକଟକୁ ଯାଇଥିଲେ

ସମକକ୍ଷ : ଗଳା ଚିକିତ୍ସକ, ନାକ

वह जो आँख, नाक, मुँह जीभ आदि के रोगों की चिकित्सा करता हो।

पिताजी अपनी जीभ दिखाने शालाक्य के पास गए थे।
शालाक्य

A specialist in the disorders of the ear or nose or throat.

ear-nose-and-throat doctor, ent man, otolaryngologist, otorhinolaryngologist, rhinolaryngologist

ଅର୍ଥ : ବାଦ୍ୟ ଯନ୍ତ୍ରରେ ଖୁଣ୍ଟି ଭଳି ଥିବା ଭାଗ ଯେଉଁଥିରେ ବାଦ୍ୟର ତାର ଲାଗି ରହିଥାଏ

ଉଦାହରଣ : କାନଦ୍ୱାରା ବାଦକ ତାରକୁ ନିଜ ଇଚ୍ଛା ଅନୁସାରେ କସେ ବା ଢିଲା କରେ

ସମକକ୍ଷ : ବାଦ୍ୟଖୁଣ୍ଟି

वाद्य यंत्र में खूँटी की तरह का वह भाग जिसमें वाद्य के तार लगे रहते हैं।

कान द्वारा वादक तार को अपनी इच्छानुसार कसता या ढीला करता है।
कान, वाद्य खूँटी