ଅର୍ଥ : ଯେଉଁ ଖାଦ୍ୟବସ୍ତୁରେ ଘିଅ,ତେଲ ଆଦି ପଡ଼ି ନଥାଏ ବା ମିଶି ନଥାଏ
ଉଦାହରଣ :
କେତେଲୋକଙ୍କୁ ପେଟ ପୂରିବାପାଇଁ ଶୁଖିଲା ରୁଟି ବି ମିଳେନାହିଁ
ଅର୍ଥ : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
ଉଦାହରଣ :
ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
ସମକକ୍ଷ : ଆଦରବିହୀନ, ନୁଖୁରା, ପ୍ରେମଶୂନ୍ୟ, ସ୍ନେହ ରହିତ