ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନେହ ରହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନେହ ରହିତ   ବିଶେଷଣ

ଅର୍ଥ : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ

ଉଦାହରଣ : ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି

ସମକକ୍ଷ : ଆଦରବିହୀନ, ନୁଖୁରା, ପ୍ରେମଶୂନ୍ୟ, ଶୁଖିଲା

जिसमें प्रेम या स्नेह न हो।

उसके रूखे आमंत्रण को मैंने अस्वीकार कर दिया।
नेहरहित, रुक्ष, रूख, रूखड़ा, रूखरा, रूखा, रूखा-सूखा, रूखासूखा, स्नेहरहित

Lacking warmth of feeling.

A chilly greeting.
chilly