ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଷ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଷ୍କ   ବିଶେଷଣ

ଅର୍ଥ : ଯେଉଁଥିରେ ରସ ନାହିଁ

ଉଦାହରଣ : ଶୁଖିଲା ଫଳ ରସହୀନ ହୋଇଥାଏ

ସମକକ୍ଷ : ନୀରସ, ବେରସ, ରସହୀନ, ଶୁଖିଲା

जिसमें रस न हो।

सूखे फल रसहीन होते हैं।
नीरस, बेरस, रसहीन, शुष्क, सूखा

Lacking juice.

juiceless

ଅର୍ଥ : ଯେଉଁଥିରୁ ଜୀବନୀ ଶକ୍ତିର ସୂଚକ ସତେଜତା ଚାଲିଯାଇଛି

ଉଦାହରଣ : ଶୁଖିଲା ଗଛ ଝଡ଼ରେ ଉପୁଡ଼ିଗଲା

ସମକକ୍ଷ : ଶୁଖିଲା

जिसमें से जीवनी शक्ति का सूचक हरापन निकल गया हो।

सूखा पेड़ आँधी में गिर गया।
सूखा

(used especially of vegetation) having lost all moisture.

Dried-up grass.
The desert was edged with sere vegetation.
Shriveled leaves on the unwatered seedlings.
Withered vines.
dried-up, sear, sere, shriveled, shrivelled, withered

ଅର୍ଥ : ଯେ ଦୁଧ ଦେଉ ନାହିଁ

ଉଦାହରଣ : ରାମ ପଡ଼ିଆ ମଇଁଷି ବିକି ଗୋଟିଏ ଦୁଧିଆଳୀ ମଇଁଷି କିଣିଲା

ସମକକ୍ଷ : ନିରସ, ପଡ଼ିଆ, ଶୁଖିଲା

जो दूध न देती हो।

राम ने ठाँठ भैंस को बेचकर एक दुधारू भैंस खरीदी।
ठंठी, ठाँठ

ଅର୍ଥ : ଯେଉଁଥିରେ ଆଦ୍ରତା ନାହିଁ କିମ୍ବା ବହୁତ କମ୍‌ ଅଛି

ଉଦାହରଣ : ଶୁଖିଲା ପାଗରେ ଚର୍ମ ଶୁଷ୍କ ହୋଇଯାଏ

ସମକକ୍ଷ : ଅନାଦ୍ର, ଚୋଚୋଡ଼ା, ରୁକ୍ଷ, ଶୁଖିଲା

जिसमें गीलापन या नमी न हो या बहुत कम हो।

सूखे मौसम में त्वचा रूखी हो जाती है।
अनार्द्र, अपरिक्लिन्न, उकठा, ख़ुश्क, खुश्क, रुक्ष, रूख, रूखा, शुष्क, सूखा

Lacking moisture or volatile components.

Dry paint.
dry