ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୁଖୁରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୁଖୁରା   ବିଶେଷଣ

ଅର୍ଥ : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ

ଉଦାହରଣ : କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି

ସମକକ୍ଷ : ରୁଖା

जिसमें तेल, घी आदि चिकनी वस्तु न मिली हो या पड़ी हो।

किसान प्रसन्नतापूर्वक रूखी रोटी और चटनी खा रहा है।
अस्निग्ध, रुक्ष, रूख, रूखड़ा, रूखरा, रूखा, रूखा सूखा, रूखा-सूखा

(of food) eaten without a spread or sauce or other garnish.

Dry toast.
Dry meat.
dry

ଅର୍ଥ : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ

ଉଦାହରଣ : ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି

ସମକକ୍ଷ : ଆଦରବିହୀନ, ପ୍ରେମଶୂନ୍ୟ, ଶୁଖିଲା, ସ୍ନେହ ରହିତ

जिसमें प्रेम या स्नेह न हो।

उसके रूखे आमंत्रण को मैंने अस्वीकार कर दिया।
नेहरहित, रुक्ष, रूख, रूखड़ा, रूखरा, रूखा, रूखा-सूखा, रूखासूखा, स्नेहरहित

Lacking warmth of feeling.

A chilly greeting.
chilly