ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀରସ   ବିଶେଷଣ

ଅର୍ଥ : ଯାହା ରୋଚକ ନୁହେଁ

ଉଦାହରଣ : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି

ସମକକ୍ଷ : ଅରୁଚିକର, ଅରୋଚକ, ରସହୀନ

जो रोचक न हो।

यह आपके लिए अरोचक कहानी होगी, मुझे तो इसमें आनंद आ रहा है।
अरस, अरुचिकर, अरोचक, असार, ख़ुश्क, खुश्क, नीरस, फीका, बेमज़ा, बेमजा, रसहीन, रुचिहीन

ଅର୍ଥ : ଯେଉଁଥିରେ କିଛି ସ୍ୱାଦ ନାହିଁ

ଉଦାହରଣ : ଆଜିକାର ଖାଦ୍ୟ ସ୍ୱାଦହୀନ

ସମକକ୍ଷ : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ସ୍ୱାଦହୀନ, ସ୍ୱାଦୁହୀନ

Lacking taste or flavor or tang.

A bland diet.
Insipid hospital food.
Flavorless supermarket tomatoes.
Vapid beer.
Vapid tea.
bland, flat, flavorless, flavourless, insipid, savorless, savourless, vapid

ଅର୍ଥ : ଯେଉଁଥିରେ ରସ ନାହିଁ

ଉଦାହରଣ : ଶୁଖିଲା ଫଳ ରସହୀନ ହୋଇଥାଏ

ସମକକ୍ଷ : ବେରସ, ରସହୀନ, ଶୁଖିଲା, ଶୁଷ୍କ

जिसमें रस न हो।

सूखे फल रसहीन होते हैं।
नीरस, बेरस, रसहीन, शुष्क, सूखा

Lacking juice.

juiceless

ଅର୍ଥ : ଯେଉଁଥିରେ କିଛି ବି ସାର ନ ଥାଏ

ଉଦାହରଣ : ଆମକୁ ସାରହୀନ ଜିନିଷଗୁଡ଼ିକ ତ୍ୟାଗ କରିବା ଉଚିତ

ସମକକ୍ଷ : ନିଃସାର, ସାରହୀନ

जिसमें कुछ भी सार या गूदा न हो।

हमें निस्सार पदार्थों का त्याग करना चाहिए।
गूदारहित, निसार, निस्सार, साररहित

Lacking juice.

juiceless