ଅର୍ଥ : ଗଳାରେ ଲଗେଇବା ବା ଆଲିଙ୍ଗନ କରିବା
ଉଦାହରଣ :
ପିଲାଟି ମୋତେ ଦେଖି ମାଆ ଦେହରେ ଲାଗିଗଲା
ସମକକ୍ଷ : ଜଡ଼ିଯିବା, ଲେପଟେଇ ଯିବା
ଅର୍ଥ : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ
ଉଦାହରଣ :
ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା
ସମକକ୍ଷ : ଯୋଡ଼ିହେବା, ସଂଯୁକ୍ତ ହେବା, ସଂଲଗ୍ନ ହେବା