ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯୁକ୍ତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯୁକ୍ତ ହେବା   କ୍ରିୟାପଦ

ଅର୍ଥ : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ

ଉଦାହରଣ : ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା

ସମକକ୍ଷ : ଯୋଡ଼ିହେବା, ଲାଗିଯିବା, ସଂଲଗ୍ନ ହେବା

कुछ वस्तुओं का इस प्रकार परस्पर मिलना या सटना कि एक का अंग या तल दूसरी के साथ लग या चिपक जाए।

इस कुर्सी का टूटा हुआ हत्था जुड़ गया।
जुटना, जुड़ना, लगना, संबंध होना, संबद्ध होना, संयुक्त होना, संलग्न होना

Be or become joined or united or linked.

The two streets connect to become a highway.
Our paths joined.
The travelers linked up again at the airport.
connect, join, link, link up, unite