ଅର୍ଥ : ପାଖରୁ ଯିବା ବା ହାତରେ ନରହିବା
ଉଦାହରଣ :
ଖରାପ ଅଭ୍ୟାସ ଯୋଗୁଁ ତାର ଚାକିରି ଚାଲିଗଲା
ସମକକ୍ଷ : ହାତରୁ ଚାଲିଯିବା
ଅର୍ଥ : ରଙ୍ଗ, ଚମକ ଆଦି ଫିକା ପଡିବା
ଉଦାହରଣ :
ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା
ସମକକ୍ଷ : ଉଡ଼ିଯିବା, ଛାଡ଼ିଯିବା, ଫିକା ପଡ଼ିବା
ଅର୍ଥ : ନିବାସ,ସମ୍ବନ୍ଧ ବା କାର୍ଯ୍ୟ ସ୍ଥାନ ଆଦି ବଦଳାଇବା
ଉଦାହରଣ :
ରମେଶ ଅନ୍ୟ ଟିମକୁ ଚାଲିଗଲା
ସମକକ୍ଷ : ସ୍ଥାନ ପରିବର୍ତ୍ତନ କରିବା, ସ୍ଥାନ ବଦଳାଇବା, ସ୍ଥାନାନ୍ତରଣ କରିବା
ଅର୍ଥ : ପଛରେ ରହିଯିବା
ଉଦାହରଣ :
ମୋତେ ଯେଉଁଠାରେ ଓହ୍ଲାଇବାର ଥିଲା ସେହି ଷ୍ଟେସନ ଚାଲିଗଲା
ସମକକ୍ଷ : ଅତିକ୍ରାନ୍ତ ହୋଇଯିବା
ଅର୍ଥ : ବ୍ରତ ନିୟମ ଆଦି ଭଙ୍ଗ କରିବା
ଉଦାହରଣ :
ମୋର ଗୋଟିଏ ସୋମବାର ଖାଲିଟାରେ ଚାଲିଗଲା
ସମକକ୍ଷ : ନଷ୍ଟହେଇଯିବା, ଭଙ୍ଗହେବା