ଅର୍ଥ : ଚାଲୁଚାଲୁ ହଠାତ ରହିଯିବା
ଉଦାହରଣ :
ସେ ରାସ୍ତାରେ ସାପ ଦେଖି ସ୍ତମ୍ଭୀଭୂତ ହୋଇଗଲା
ସମକକ୍ଷ : ଜଡ଼ୀଭୂତ ହେବା, ସ୍ତମ୍ଭୀଭୂତ ହେବା
ଅର୍ଥ : ରୁଦ୍ଧ ହେବା ବା ଅଟକିବା
ଉଦାହରଣ :
ନାବଦାନ ଅବରୁଦ୍ଧ ହୋଇଗଲା
ସମକକ୍ଷ : ଅବରୁଦ୍ଧହେବା, ଫସିଯିବା, ବନ୍ଦହେବା, ବାଧାପଡ଼ିବା
ଅର୍ଥ : କହୁ କହୁ ଅଟକିବା
ଉଦାହରଣ :
ବହି ପଢ଼ିବା ସମୟରେ ସେ ବହୁତ ଅଟକି ଯାଏ