ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ରାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ରାବ   ବିଶେଷ୍ୟ

ଅର୍ଥ : ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ

ଉଦାହରଣ : ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ

ସମକକ୍ଷ : ରସ

किसी ग्रंथि या कोशिका से स्रावित होने वाला वह द्रव जिसका शारीरिक क्रियाओं में महत्व है।

लार, हार्मोन आदि रस हैं।
रस, स्राव

A functionally specialized substance (especially one that is not a waste) released from a gland or cell.

secretion

ଅର୍ଥ : ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା

ଉଦାହରଣ : ଘାଆରୁ ପୂଜ ସ୍ରାବ ହେଉଛି

ସମକକ୍ଷ : କ୍ଷରଣ, ନିଷ୍ପର୍ଣ୍ଣ, ନିସୃତ, ସ୍ରବଣ

The organic process of synthesizing and releasing some substance.

secernment, secretion