ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷୀର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷୀର   ବିଶେଷ୍ୟ

ଅର୍ଥ : ଶସ୍ୟର କଞ୍ଚା ବା ସବୁଜ ମଞ୍ଜିର ରସ ଯାହା ଧଳା ହୋଇଥାଏ

ଉଦାହରଣ : କଞ୍ଚା ମକା, ଗହମ ଆଦି ଛେଚିଲେ ସେଥିରୁ କ୍ଷୀର ବାହାରେ

ସମକକ୍ଷ : ଦୁଧ

अनाज के हरे या कच्चे बीजों का रस जो सफेद होता है।

कच्चे मक्के, गेहूँ आदि को दबाने पर उनमें से दूध निकलता है।
दुग्ध, दूध, दूधा

Any of several nutritive milklike liquids.

milk

ଅର୍ଥ : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ

ଉଦାହରଣ : ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର

ସମକକ୍ଷ : ଦୁଧ, ପୟ

वह सफेद तरल पदार्थ जो स्तनपायी जीवों की मादा के स्तनों से निकलता है।

बच्चों के लिए माँ का दूध सर्वोत्तम आहार है।
अवदोह, क्षीर, छीर, दुग्ध, दूध, पय, पुंसवन, सोमज

A white nutritious liquid secreted by mammals and used as food by human beings.

milk

ଅର୍ଥ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ

ଉଦାହରଣ : ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା

ସମକକ୍ଷ : ଖିର, ବୃକ୍ଷର ନିର୍ଯାସ, ରସ

पेड़-पौधों की पत्तियों और डंठलों का वह सफेद रस जो उन्हें तोड़ने पर निकलता है।

तोड़े हुए पत्तों से दूध निकल रहा था।
क्षीर, दुग्ध, दूध

A milky exudate from certain plants that coagulates on exposure to air.

latex