ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରମଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରମଣ କରିବା   କ୍ରିୟାପଦ

ଅର୍ଥ : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା

ଉଦାହରଣ : ଆପଣ କେବେ ଆମେରିକା ଯାଇଛନ୍ତି?

ସମକକ୍ଷ : ବୁଲିଯିବା, ଯାତ୍ରା କରିବା, ଯିବା

* घूमने के लिए किसी स्थान पर जाना।

आप अमरीका कब गए थे?
जाना, यात्रा करना, सैर करना

Go to certain places as for sightseeing.

Did you ever visit Paris?.
travel to, visit

ଅର୍ଥ : କୌଣସି ସ୍ଥାନରେ ଭ୍ରମଣ କରିବା

ଉଦାହରଣ : ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି

ସମକକ୍ଷ : ପର୍ୟଟନ କରିବା, ବୁଲାବୁଲି କରିବା, ବୁଲିବା

किसी स्थान पर घूमना-फिरना।

हमने गोवा भी घूमा है।
अटना, घूमना, घूमना-फिरना, पर्यटन करना, भ्रमण करना, रमना, सैर करना

Make a tour of a certain place.

We toured the Provence this summer.
tour