ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିମୂର୍ତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିମୂର୍ତ୍ତି   ବିଶେଷ୍ୟ

ଅର୍ଥ : କାହାରି ଅନୁରୂପ ତିଆରି ହୋଇଥିବା ଅବିକଳ ମୂର୍ତ୍ତି

ଉଦାହରଣ : ଗୋଟିଏ ଛାଞ୍ଚରେ ବହୁତଗୁଡ଼ିଏ ପ୍ରତିମୂର୍ତ୍ତି ତିଆରି ହୁଏ

ସମକକ୍ଷ : ଅନୁରୂପକ

किसी के अनुरूप ज्यों की त्यों बनी हुई मूर्ति।

एक साँचे से कई प्रतिमूर्तियाँ बनती हैं।
अनुरूपक, प्रतिमूर्ति

Copy that is not the original. Something that has been copied.

replica, replication, reproduction

ଅର୍ଥ : କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି

ଉଦାହରଣ : ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ

ସମକକ୍ଷ : ପ୍ରତିମା, ମୂର୍ତ୍ତି

किसी की आकृति के अनुरूप गढ़ी हुई आकृति।

वह किसी भी प्रकार की मूर्ति बना लेता है।
अरचा, अर्चा, प्रतिमा, बुत, मूरत, मूर्ति

A sculpture representing a human or animal.

statue

ଅର୍ଥ : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି

ଉଦାହରଣ : ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ

ସମକକ୍ଷ : ଦେବପ୍ରତିମା, ପ୍ରତିମା, ବିଗ୍ରହ, ମୂର୍ତ୍ତି

किसी देवी या देवता की मूर्ति।

आज मंदिर में प्रतिमा स्थापित की जाएगी।
दैवत, प्रतिमा, विग्रह

A material effigy that is worshipped.

Thou shalt not make unto thee any graven image.
Money was his god.
god, graven image, idol