ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନିବା   କ୍ରିୟାପଦ

ଅର୍ଥ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା

ଉଦାହରଣ : ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା

ସମକକ୍ଷ : କହିପକାଇବା, କହିପକେଇବା, ସ୍ୱୀକାରକରିବା

दबाव या संकट की अवस्था में गुप्त बात बता देना।

पुलिस की मार से परेशान क़ैदी ने आख़िर हत्या की बात उगल दी।
उगलना, उगिलना, उग्रहना

Reveal information.

If you don't oblige me, I'll talk!.
The former employee spilled all the details.
spill, talk

ଅର୍ଥ : କଥା ମାନିବା

ଉଦାହରଣ : ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି

ସମକକ୍ଷ : ଶୁଣିବା

बात मानना।

आजकल के बच्चे किसी की नहीं सुनते हैं।
सुनना

Listen and pay attention.

Listen to your father.
We must hear the expert before we make a decision.
hear, listen, take heed

ଅର୍ଥ : ସହମତ ହେବା

ଉଦାହରଣ : ମୁଁ ଆପଣଙ୍କ କଥା ମାନୁଛି

ସମକକ୍ଷ : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା

Agree freely.

She volunteered to drive the old lady home.
I offered to help with the dishes but the hostess would not hear of it.
offer, volunteer

ଅର୍ଥ : କାହାରି ପ୍ରତି ଆଦର ଭାବ ରଖିବା

ଉଦାହରଣ : ମୁଁ ତାଙ୍କୁ ବହୁତ ମାନେ

किसी के प्रति आदर का भाव रखना।

मैं उनको बहुत मानती हूँ।
मानना

ଅର୍ଥ : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା

ଉଦାହରଣ : ସେ ମୋ ଆଦେଶ ମାନିଲା ନାହିଁ

ସମକକ୍ଷ : ପାଳନ କରିବା

किसी की बात, आदेश आदि के अनुसार काम करना।

उसने मेरी आज्ञा नहीं मानी।
पालन करना, मानना

Be obedient to.

obey

ଅର୍ଥ : କଳ୍ପନା କରିବା

ଉଦାହରଣ : ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ

ସମକକ୍ଷ : କଳ୍ପନା କରିବା, ଗ୍ରହଣ କରିବା, ଭାବିବା

कल्पना करना।

हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।
अवरेवना, कयास लगाना, कल्पना करना, फर्ज करना, फर्ज़ करना, मान लेना, मानना

Form a mental image of something that is not present or that is not the case.

Can you conceive of him as the president?.
conceive of, envisage, ideate, imagine

ଅର୍ଥ : ସୁନ୍ଦର ବା ଭଲ ଲାଗିବା

ଉଦାହରଣ : ଏହି ପୋଷାକ ଆପଣଙ୍କୁ ମାନୁଛି

ସମକକ୍ଷ : ଭଲ ଲାଗିବା, ଶୋଭିତ ହେବା

सुंदर या अच्छा लगना।

यह पोशाक आप पर खिल रही है।
अच्छा लगना, उगना, खिलना, खुलना, जँचना, जमना, फबना, शोभना, शोभित होना

Enhance the appearance of.

Mourning becomes Electra.
This behavior doesn't suit you!.
become, suit

ଅର୍ଥ : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା

ଉଦାହରଣ : ମୁ ନିରାକାର ଈଶ୍ୱରଙ୍କୁ ମାନେ

ସମକକ୍ଷ : ସ୍ୱୀକାର କରିବା

धार्मिक दृष्टि से किसी बात पर श्रद्धा या विश्वास करना।

मैं निराकार ईश्वर को मानता हूँ।
मानना

ଅର୍ଥ : ମହତ୍ତ୍ୱ ବୁଝିବା

ଉଦାହରଣ : ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ

ସମକକ୍ଷ : ସ୍ୱୀକାରକରିବା

महत्व समझना।

अब तो मानना पड़ेगा कि तुम गृह-विज्ञान की जानकार हो।
मानना

Accept (someone) to be what is claimed or accept his power and authority.

The Crown Prince was acknowledged as the true heir to the throne.
We do not recognize your gods.
acknowledge, know, recognise, recognize