ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆନନ୍ଦ ଦେଲାବାଲା ସମ୍ବନ୍ଧ
ଉଦାହରଣ : ଏହି ଦୃଶ୍ୟ ମୋତେ ଖୁସି ଲାଗୁଛି
ସମକକ୍ଷ : ଖୁସି ଲାଗିବା, ସୁଖ ଲାଗିବା
आनंद देनेवाला लगना।
Give pleasure to or be pleasing to.
ଅର୍ଥ : ରୁଚିର ଅନୁକୂଳ ହେବା
ଉଦାହରଣ : ଆପଣଙ୍କୁ ସବୁ ଜିନିଷ ପସନ୍ଦ ଆସିବ ବୋଲି କିଛି ମାନେନାହିଁ ମୋତେ ଏହି କାମ ପୋଷାଉନାହିଁ
ସମକକ୍ଷ : ପସନ୍ଦ ଆସିବା, ପୋଷେଇବା
रुचि के अनुकूल होना।
Find enjoyable or agreeable.
ଅର୍ଥ : ସୁନ୍ଦର ବା ଭଲ ଲାଗିବା
ଉଦାହରଣ : ଏହି ପୋଷାକ ଆପଣଙ୍କୁ ମାନୁଛି
ସମକକ୍ଷ : ମାନିବା, ଶୋଭିତ ହେବା
सुंदर या अच्छा लगना।
Enhance the appearance of.
ସଂସ୍ଥାପନ କରନ୍ତୁ