ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ଉଦାହରଣ : ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
ସମକକ୍ଷ : କହିପକାଇବା, ମାନିବା, ସ୍ୱୀକାରକରିବା
दबाव या संकट की अवस्था में गुप्त बात बता देना।
Reveal information.
ସଂସ୍ଥାପନ କରନ୍ତୁ