ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କହିପକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କହିପକାଇବା   କ୍ରିୟାପଦ

ଅର୍ଥ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା

ଉଦାହରଣ : ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା

ସମକକ୍ଷ : କହିପକେଇବା, ମାନିବା, ସ୍ୱୀକାରକରିବା

दबाव या संकट की अवस्था में गुप्त बात बता देना।

पुलिस की मार से परेशान क़ैदी ने आख़िर हत्या की बात उगल दी।
उगलना, उगिलना, उग्रहना

Reveal information.

If you don't oblige me, I'll talk!.
The former employee spilled all the details.
spill, talk