ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱୀକାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱୀକାର କରିବା   କ୍ରିୟାପଦ

ଅର୍ଥ : ସହମତ ହେବା

ଉଦାହରଣ : ମୁଁ ଆପଣଙ୍କ କଥା ମାନୁଛି

ସମକକ୍ଷ : ମାନିବା, ରାଜି ହେବା, ସମ୍ମତ ହେବା

Agree freely.

She volunteered to drive the old lady home.
I offered to help with the dishes but the hostess would not hear of it.
offer, volunteer

ଅର୍ଥ : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା

ଉଦାହରଣ : ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ

ସମକକ୍ଷ : ଗ୍ରହଣ କରିବା, ମାନିନେବା

* परीक्षण या प्रमाण के लिए स्वीकार करना।

न्यायालय आपके झूठे तर्कों को नहीं स्वीकारेगा।
स्वीकार करना, स्वीकारना

Consider or hold as true.

I cannot accept the dogma of this church.
Accept an argument.
accept

ଅର୍ଥ : ବିବାହ ସମୟରେ କନ୍ୟା ବରକୁ ସ୍ୱୀକାର କରିବା

ଉଦାହରଣ : ସୀତା ରାମକୁ ବରଣ କରିଥିଲେ

ସମକକ୍ଷ : ବରଣ କରିବା, ବରିବା

विवाह के समय कन्या का वर को अंगीकार करना।

सीता ने राम का वरण किया।
वरण करना, वरना

ଅର୍ଥ : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା

ଉଦାହରଣ : ମୁ ନିରାକାର ଈଶ୍ୱରଙ୍କୁ ମାନେ

ସମକକ୍ଷ : ମାନିବା

धार्मिक दृष्टि से किसी बात पर श्रद्धा या विश्वास करना।

मैं निराकार ईश्वर को मानता हूँ।
मानना

ଅର୍ଥ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା

ଉଦାହରଣ : ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା

ସମକକ୍ଷ : ଗ୍ରହଣ କରିବା, ନେବା

* किसी पद, भूमिका आदि को स्वीकार लेना।

आपसी विचार-विमर्श के बाद सुरेश ने अध्यक्ष के पद को अपनाया।
अपनाना, लेना, स्वीकार करना, स्वीकारना

Assume, as of positions or roles.

She took the job as director of development.
He occupies the position of manager.
The young prince will soon occupy the throne.
fill, occupy, take