ଅର୍ଥ : ବଡ଼ ବା ବୁଢ଼ୀ ସ୍ତ୍ରୀଲୋକଙ୍କ ନିମନ୍ତେ ଆଦର ପୂର୍ବକ ସମ୍ବୋଧନ
ଉଦାହରଣ :
ମା ଆପଣ ନିଜ ଗୋଡ଼ ଉପରକୁ ଉଠାଇ ନିଅନ୍ତୁ
ସମକକ୍ଷ : ମା
ଅର୍ଥ : ଜନ୍ମ ଦେଉଥିବା ସ୍ତ୍ରୀ
ଉଦାହରଣ :
ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ ମୋର ମା’ ଜଣେ ସାଧ୍ୱୀ ମହିଳା ଶ୍ୟାମା ଶୀଲାର ସଉତୁଣୀ ମା’
ସମକକ୍ଷ : ଜନନୀ, ଜନ୍ମଦାତ୍ରୀ, ବୋଉ, ମାଆ, ମା’