ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଡ଼ ବା ବୁଢ଼ୀ ସ୍ତ୍ରୀଲୋକଙ୍କ ନିମନ୍ତେ ଆଦର ପୂର୍ବକ ସମ୍ବୋଧନ
ଉଦାହରଣ : ମା ଆପଣ ନିଜ ଗୋଡ଼ ଉପରକୁ ଉଠାଇ ନିଅନ୍ତୁ
ସମକକ୍ଷ : ମାତା
बड़ी, बूढ़ी, पूज्य या आदरणीय महिला के लिए आदरपूर्वक संबोधन।
A term of address for an elderly woman.
ଅର୍ଥ : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
ଉଦାହରଣ : ଏହା ମାଆ ପାର୍ବତୀଙ୍କ ମନ୍ଦିର
ସମକକ୍ଷ : ମାଆ, ମାତା
एक आदरसूचक शब्द जो किसी पूज्य या आदरणीय स्त्री या देवी के नाम के साथ उनको संबोधित करने के लिए प्रयुक्त होता है।
A term of address for a mother superior.
ଅର୍ଥ : କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ
ଉଦାହରଣ : ମାଆ ଆପଣ ଏଠାରେ ବସି ଯାଆନ୍ତୁ
ସମକକ୍ଷ : ମାଆ