ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି
ଉଦାହରଣ : ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ
ସମକକ୍ଷ : ମାଁ, ମାତା
वह स्त्री जिसे धर्म, समाज, कानून आदि के आधार पर माँ का दर्जा मिला हो।
ଅର୍ଥ : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
ଉଦାହରଣ : ଏହା ମାଆ ପାର୍ବତୀଙ୍କ ମନ୍ଦିର
ସମକକ୍ଷ : ମା, ମାତା
एक आदरसूचक शब्द जो किसी पूज्य या आदरणीय स्त्री या देवी के नाम के साथ उनको संबोधित करने के लिए प्रयुक्त होता है।
A term of address for a mother superior.
ଅର୍ଥ : ଜନ୍ମ ଦେଉଥିବା ସ୍ତ୍ରୀ
ଉଦାହରଣ : ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ ମୋର ମା’ ଜଣେ ସାଧ୍ୱୀ ମହିଳା ଶ୍ୟାମା ଶୀଲାର ସଉତୁଣୀ ମା’
ସମକକ୍ଷ : ଜନନୀ, ଜନ୍ମଦାତ୍ରୀ, ବୋଉ, ମାତା, ମା’
जन्म देने वाली स्त्री।
A woman who has given birth to a child (also used as a term of address to your mother).
ଅର୍ଥ : କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ
ଉଦାହରଣ : ମାଆ ଆପଣ ଏଠାରେ ବସି ଯାଆନ୍ତୁ
ସମକକ୍ଷ : ମା
ସଂସ୍ଥାପନ କରନ୍ତୁ