ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଉ   ବିଶେଷ୍ୟ

ଅର୍ଥ : ଜନ୍ମ ଦେଉଥିବା ସ୍ତ୍ରୀ

ଉଦାହରଣ : ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ ମୋର ମା’ ଜଣେ ସାଧ୍ୱୀ ମହିଳା ଶ୍ୟାମା ଶୀଲାର ସଉତୁଣୀ ମା’

ସମକକ୍ଷ : ଜନନୀ, ଜନ୍ମଦାତ୍ରୀ, ମାଆ, ମାତା, ମା’

जन्म देने वाली स्त्री।

पुत्र कुपुत्र हो सकता है लेकिन माता कभी कुमाता नहीं हो सकती।
मेरी माँ एक साध्वी महिला हैं।
अंबा, अम्बा, अम्मा, अम्माँ, अम्मां, अम्मीं, अल्ला, जननी, जन्मदात्री, धात्री, प्रजायिनी, प्रसू, महतारी, माँ, मां, माई, माता, मातारी, मातृ, मातृका, मादर, माया, मैया, वरारणि, वालिदा, शिफा

A woman who has given birth to a child (also used as a term of address to your mother).

The mother of three children.
female parent, mother