ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଟିରେମିଶେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଟିରେମିଶେଇବା   କ୍ରିୟାପଦ

ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା

ଉଦାହରଣ : ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି

ସମକକ୍ଷ : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବଦନାମକରିବା, ବୁଡ଼େଇବା, ମୁଣ୍ଡ ତଳକୁ କରିବା

कलंकित या बदनाम करके नष्ट करना।

दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।
कलंकित करना, डुबाना, डुबोना, नाक कटाना, बदनाम करना, मिट्टी में मिलाना, सर झुकाना, सिर झुकाना