ଅର୍ଥ : କାହାରି ବଦନାମ କରିବା ବା ଦୋଷ ବାହାରକରିବା
ଉଦାହରଣ :
ସେ ସବୁବେଳେ ଅନ୍ୟର ନିନ୍ଦା କରେ
ସମକକ୍ଷ : ଆଙ୍ଗୁଳିଦେଖେଇବା, ଖରାପକହିବା, ନିନ୍ଦାକରିବା
ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା
ଉଦାହରଣ :
ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
ସମକକ୍ଷ : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା