ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା
ଉଦାହରଣ : ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
ସମକକ୍ଷ : କଳଙ୍କିତକରିବା, ତଳକୁକରିବା, ବଦନାମକରିବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା
कलंकित या बदनाम करके नष्ट करना।
ସଂସ୍ଥାପନ କରନ୍ତୁ