ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଳକୁକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଳକୁକରିବା   କ୍ରିୟାପଦ

ଅର୍ଥ : କୌଣସି ଠିଆହୋଇଥିବା ଜିନିଷକୁ ଝୁଙ୍କେଇବାରେ ପ୍ରବୃତ୍ତ କରିବା

ଉଦାହରଣ : ଫଳ ତୋଳିବାପାଇଁ ଡାଳକୁ ନୁଆଁଯାଇଥାଏ

ସମକକ୍ଷ : ଝୁଙ୍କାଇବା, ନୁଆଁଇବା

किसी खड़ी चीज़ को झुकने में प्रवृत्त करना।

फलों को तोड़ने के लिए डालियों को नवाते हैं।
झुकाना, नवाना

Cause (a plastic object) to assume a crooked or angular form.

Bend the rod.
Twist the dough into a braid.
The strong man could turn an iron bar.
bend, deform, flex, turn, twist

ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା

ଉଦାହରଣ : ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି

ସମକକ୍ଷ : କଳଙ୍କିତକରିବା, ନାକକାଟିଦେବା, ବଦନାମକରିବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା

कलंकित या बदनाम करके नष्ट करना।

दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।
कलंकित करना, डुबाना, डुबोना, नाक कटाना, बदनाम करना, मिट्टी में मिलाना, सर झुकाना, सिर झुकाना