ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଣ୍ଡ ତଳକୁ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଣ୍ଡ ତଳକୁ କରିବା   କ୍ରିୟାପଦ

ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା

ଉଦାହରଣ : ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି

ସମକକ୍ଷ : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବଦନାମକରିବା, ବୁଡ଼େଇବା, ମାଟିରେମିଶେଇବା

कलंकित या बदनाम करके नष्ट करना।

दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।
कलंकित करना, डुबाना, डुबोना, नाक कटाना, बदनाम करना, मिट्टी में मिलाना, सर झुकाना, सिर झुकाना