ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାନତା   ବିଶେଷ୍ୟ

ଅର୍ଥ : ବଡ଼ ହେବାର ଅବସ୍ଥା ବା ଭାବ

ଉଦାହରଣ : ବଡ଼ଲୋକଙ୍କ ବଡ଼ପଣିଆକୁ ସମ୍ମାନ କରିବା ଉଚିତ

ସମକକ୍ଷ : ବଡ଼ପଣିଆ

बड़े होने की अवस्था या भाव।

बड़ों के बड़ेपन का सम्मान करना चाहिए।
बड़ापन

The quality of elevation of mind and exaltation of character or ideals or conduct.

grandeur, magnanimousness, nobility, nobleness

ଅର୍ଥ : ମହାନ୍‌ ହେବାର ଅବସ୍ଥା ବା ଭାବ

ଉଦାହରଣ : ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ

ସମକକ୍ଷ : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ପଣ, ବଡ଼ିମା, ମହତ୍ୱ, ମହିମା, ଶ୍ରେଷ୍ଠତ୍ୱ

The property possessed by something or someone of outstanding importance or eminence.

greatness, illustriousness

ଅର୍ଥ : ଉଦାର ହେବାର ଅବସ୍ଥା ବା ଭାବ

ଉଦାହରଣ : ସେଠ‌ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ

ସମକକ୍ଷ : ଉଦାରତା, ବିଶାଳତା

उदार होने की अवस्था या भाव।

सेठ करोड़ीमल अपनी उदारता के लिए प्रसिद्ध हैं।
अमीरी, उदारता, दरियादिली, दिलदारी

Acting generously.

generosity, unselfishness