ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହିମା   ବିଶେଷ୍ୟ

ଅର୍ଥ : ମହାନ୍‌ ହେବାର ଅବସ୍ଥା ବା ଭାବ

ଉଦାହରଣ : ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ

ସମକକ୍ଷ : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ପଣ, ବଡ଼ିମା, ମହତ୍ୱ, ମହାନତା, ଶ୍ରେଷ୍ଠତ୍ୱ

The property possessed by something or someone of outstanding importance or eminence.

greatness, illustriousness

ଅର୍ଥ : ମହତ୍ୱ ବଢ଼ିବାର ଭାବ

ଉଦାହରଣ : ଦେଶର ଗୌରବ ଦେଶବାସୀଙ୍କ ହାତରେ

ସମକକ୍ଷ : ଗରିମା, ଗୌରବ, ବଡ଼ପଣ, ମର୍ଯ୍ୟାଦା, ମହାତ୍ମ୍ୟ

किसी का महत्व बढ़ने की अवस्था या भाव।

देश का गौरव देशवासियों के हाथ में है।
आन, गरिमा, गौरव, मर्यादा, महात्म्य, महिमा, माहात्म्य, शान

The quality of being magnificent or splendid or grand.

For magnificence and personal service there is the Queen's hotel.
His `Hamlet' lacks the brilliance that one expects.
It is the university that gives the scene its stately splendor.
An imaginative mix of old-fashioned grandeur and colorful art.
Advertisers capitalize on the grandness and elegance it brings to their products.
brilliance, grandeur, grandness, magnificence, splendor, splendour

ଅର୍ଥ : ଯେଉଁ ତତ୍ତ୍ୱଦ୍ୱାରା କୌଣସି ବସ୍ତୁର ଆପେକ୍ଷିକ ଶ୍ରେଷ୍ଠତା, ଉପଯୋଗିତା ବା ଆଦର କମେ ବା ବଢ଼େ

ଉଦାହରଣ : ଜ୍ଞାନର ମହତ୍ତ୍ୱ ପ୍ରତ୍ୟେକ ଜାଗାରେ ଦେଖାଯାଏ

ସମକକ୍ଷ : ଗରିମା, ମହତ୍ତ୍ୱ, ମହାତ୍ମ୍ୟ, ମୂଲ୍ୟ

वह तत्व जिससे किसी वस्तु की आपेक्षिक श्रेष्ठता, उपयोगिता या आदर घटता या बढ़ता हो।

ज्ञान का महत्व हर जगह दिखाई पड़ता है।
यह मेरे लिए बहुत महत्त्व रखता है।
अहमियत, गरिमा, गौरव, महत, महत्, महत्ता, महत्त्व, महत्व, महत्वपूर्णता, महात्म्य, महिमा, माने, मायने, माहात्म्य, मूल्य

The high value or worth of something.

Her price is far above rubies.
price

ଅର୍ଥ : ଆଠ ପ୍ରକାର ସିଦ୍ଧି ମଧ୍ୟରୁ ପଞ୍ଚମଟି

ଉଦାହରଣ : ମହିମାଦ୍ୱାରା ଶରୀରକୁ ବହୁତ ବଡ଼ କରାଯାଇପାରେ

आठ प्रकार की सिद्धियों में से पाँचवीं।

महिमा द्वारा शरीर को बहुत बड़ा किया जा सकता है।
महिमा